ହାଉଥି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍, ୧୪ ମୃତ

ଦୁବାଇ : ୟୁଏଇ ଉପରେ ହାଉଥି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣର ଦିନକ ପରେ ତାହାର ଜବାବ ଦେଇଛି ସାଉଦି ଆରବ ନେତୃତ୍ବାଧୀନ ସାମରିକ ମେଣ୍ଟ। ଏହି ମେଣ୍ଟ ପକ୍ଷରୁ ୟେମେନର ରାଜଧାନୀ ସାନା ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଛି। ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ କିଛି କୋଠା ଧ୍ବଂସ ପାଇଯାଇଛି। ଜଣେ ପୂର୍ବତନ ମିଲିଟାରୀ ଅଫିସର ଅବଦୁଲ୍ଲା କାସିମ ଅଲ-ଜାନିଦଙ୍କ ଘର ଉପରେ ଏହି ବିମାନ ଆକ୍ରମଣ … Continue reading ହାଉଥି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍, ୧୪ ମୃତ